‘No Authority’: India Rejects Hague Court Order on Indus Waters Treaty/’କୋର୍ଟଙ୍କ ଅଧିକାର ନାହିଁ’:ସିନ୍ଧୁ ନଦୀ ଜଳ ଚୁକ୍ତି ରାୟକୁ ରଦ୍ଦ କଲା ଭାରତ
ସିନ୍ଧୁ ନଦୀ ଜଳ ଚୁକ୍ତି: ନେଦରଲ୍ୟାଣ୍ଡସ କୋର୍ଟଙ୍କ ରାୟକୁ ଅଗ୍ରାହ୍ୟ କଲା ଭାରତ; କହିଲା – ‘କୌଣସି ଅଧିକାର ନାହିଁ’ ନୂଆଦିଲ୍ଲୀ: ସିନ୍ଧୁ ନଦୀ ଜଳ ଚୁକ୍ତି (IWT) ନେଇ ନେଦରଲ୍ୟାଣ୍ଡସର ‘କୋର୍ଟ ଅଫ୍ ଆର୍ବିଟ୍ରେସନ’ (PCA) ଦେଇଥିବା ନିର୍ଦ୍ଦେଶ ଓ ରାୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ଭାରତ। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ସ୍ପଷ୍ଟ ଭାବରେ କହିଛି ଯେ ଏହି ତଥାକଥିତ କୋର୍ଟ ବେଆଇନ ଭାବେ ଗଠିତ ଏବଂ ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି…

