Youth Congress Protests Outside CEO Office Over Voter Roll Row/ଭୋଟର ତାଲିକା ହେରଫେର ଅଭିଯୋଗ: ରାଜଧାନୀରେ ଉତ୍ତେଜନା, ସିଇଓ ଅଫିସ୍‌ରେ ପଶିବାକୁ ଚେଷ୍ଟା କଲେ କଂଗ୍ରେସ କର୍ମୀ

ସିଇଓ ଅଫିସ୍ ଘେରାଉ କଲା ଯୁବ କଂଗ୍ରେସ; ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବି ଭୁବନେଶ୍ୱର:ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରଦର୍ଶନ କରାଯାଇଛି। ଦଳର ଶହ ଶହ କର୍ମୀ ଓ ନେତା ଏକାଠି ହୋଇ ସିଇଓ ଅଫିସ୍ ଘେରାଉ କରିବା ସହ ନିର୍ବାଚନ ଆୟୋଗଙ୍କ ବିରୋଧରେ ନାରାବାଜି କରିଥିଲେ। ଭୋଟର ତାଲିକାରେ ହେରଫେର…