Thackeray Brothers Target CEC: Uddhav Slams ECI Bias, Raj Demands Cancellation of Voter Roll Revision/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ମହା ଆନ୍ଦୋଳନ: ବିଜେପି ଓ ECI ଉପରେ ଗର୍ଜିଲେ ଉଦ୍ଧବ-ରାଜ୍

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ବର୍ଷିଲେ ଠାକ୍ରେ ଭାଇ: ଉଦ୍ଧବ କହିଲେ ବିଜେପିର ହାତର ଖେଳନା ସିଆଇଆର୍ ରଦ୍ଧ ଦାବି କଲେ ରାଜ୍ ମୁମ୍ବାଇ:ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି। ଏହି ମୁଦ୍ଦାକୁ ନେଇ ଦୀର୍ଘ ଦିନ ପରେ ଦୁଇ ଭାଇ—ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଏମଏନଏସ (MNS) ପ୍ରମୁଖ ରାଜ ଠାକ୍ରେ ଏକାଠି ହୋଇ…

CEC’s Daughter & Noida DM Medha Roopam At Center Of Fresh Storm: From NSA Controversy To SC Muted Hearing/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଝିଅଙ୍କୁ ଆଦାଲତରେ ବିଶେଷ ସୁବିଧା? CJIଙ୍କୁ ସିଧା ଓକିଲ ସଂଘର ଚିଠି

ନୋଇଡା (ଗୌତମ ବୁଦ୍ଧ ନଗର)ର ଜିଲ୍ଲାପାଳ (DM) ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଝିଅ, ଆଇ.ଏ.ଏସ. ମେଧା ରୂପମ ଏବେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଛାତ୍ରୀଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (NSA) ଲଗାଇବା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏବଂ ପରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଘଟଣାଟି କ’ଣ? ନୋଇଡାରେ ଶ୍ରମିକ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର…