Amazon Cargo Plane Crash in Miami:5 Killed, 5 Injured/ଆମାଜନ୍ ‘Prime Air’ବିମାନ ଦୁର୍ଘଟଣାଗ୍ରସ୍ତ: ମିଆମିରେ ୫ ଜଣଙ୍କ ମୃତ୍ୟୁ..
ମିଆମିରେ ରନୱେରୁ ଖସିପଡ଼ିଲା ମାଲବାହୀ ବିମାନ: ୫ ମୃତ, ୫ ଗୁରୁତର ମିଆମି: ଆମେରିକାର ମିଆମି ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସାନ୍ ହୁଆନ୍ରୁ ଆସୁଥିବା ଆମାଜନ୍ ଏୟାର୍ର ଏକ ‘ବୋଇଂ ୭୬୭’ ମାଲବାହୀ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା। ଫଳରେ ବିମାନଟି ରନୱେ ବାହାରେ ଥିବା ରାସ୍ତାରେ ଯାଉଥିବା କେତେକ ବ୍ୟକ୍ତିଗତ ଗାଡ଼ିକୁ ପିଟିବା ସହ ନିଆଁ ଧରିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ…

