West Bengal IPS Officer Transferred Following Row Over ‘Assalamualaikum’ Video/”ଇନସାଅଲ୍ଲା” କହିବା ସାଜିଲା ଅପରାଧ? IPS ବୁଶରା ବାନୋଙ୍କ ବଦଳିକୁ ନେଇ କାହିଁକି ସାରା ଦେଶରେ ଝଡ଼?
ପଶ୍ଚିମବଙ୍ଗର ଖଡ଼ଗପୁର ଅତିରିକ୍ତ ଏସପି (ASP) ଡ. ବୁଶରା ବାନୋଙ୍କ ବଦଳିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏକ ସୋସିଆଲ ମିଡିଆ ଭିଡିଓରେ ଆଲିଗଡ଼ ମୁସଲିମ୍ ୟୁନିଭରସିଟି (AMU) କୋଚିଂ ଆକାଡେମୀ ବିଷୟରେ କହିବା ବେଳେ ସେ “ଅସଲାମୁ ଅଲାଇକୁମ୍”, “ଇନସାଅଲ୍ଲା” ଓ “ଜଜାକଲ୍ଲା” ଭଳି ଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ କିଛି କଟ୍ଟରପନ୍ଥୀ ସଂଗଠନ ଓ ସୋସିଆଲ ମିଡିଆ ବ୍ୟବହାରକାରୀ କଡ଼ା ଆପତ୍ତି ଜଣାଇଥିଲେ । ପୋଲିସ…

