Major Relief for BJD Leader Pratap Jena as Supreme Court Grants Clean Chit in Mahanga Case/ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱାସନା; ବିଜେଡି କହିଲା— ‘ସତ୍ୟ ଓ ଆଇନର ବିଜୟ’
ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି ଭୁବନେଶ୍ୱର (ନ୍ୟୁଜ୍ ଇନ୍ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ…



