The entrance gate and faded nameboard of the abandoned BIBCOL polio vaccine factory in Bulandshahr, Uttar Pradesh.

BIBCOL Closure: Polio Vaccine PSU Shut Down, 100 Workers Face Uncertain Future/ପୋଲିଓ ଟିକା ତିଆରି କରୁଥିବା BIBCOL କାରଖାନା ବନ୍ଦ, ସଙ୍କଟରେ ୧୦୦ କର୍ମଚାରୀଙ୍କ ଭବିଷ୍ୟତ..

ଦେଶକୁ ପୋଲିଓ ମୁକ୍ତ କରିଥିବା BIBCOL କାରଖାନା ବନ୍ଦ: ଅନିଶ୍ଚିତତାରେ ୧୦୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଭବିଷ୍ୟତ ବୁଲନ୍ଦସହର[News Inshot]: ଭାରତକୁ ପୋଲିଓ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍ତର ପ୍ରଦେଶ ବୁଲନ୍ଦସହରସ୍ଥିତ ସରକାରୀ ସଂସ୍ଥା ‘ଭାରତ ଇମ୍ୟୁନୋଲୋଜିକାଲ୍ସ ଆଣ୍ଡ ବାୟୋଲୋଜିକାଲ୍ସ କୋପୋରେସନ୍ ଲିମିଟେଡ୍’ (BIBCOL) ଆଜି ବନ୍ଦ ହେବାକୁ ଯାଉଛି। କେନ୍ଦ୍ର ସରକାର ୧୭ ସେପ୍ଟେମ୍ବର ୨୦୨୬ରେ ଏହି ଐତିହାସିକ କାରଖାନାକୁ ଆନୁଷ୍ଠାନିକ ଭାବେ ବନ୍ଦ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଗତ…