CM Mohan Charan Majhi Inaugrates ‘Bajarangi Playground’ at Ghatikia in Bhubaneswar /ରାଜଧାନୀବାସୀଙ୍କୁ ନୂଆ ଭେଟି: ଘାଟିକିଆରେ ‘ବଜରଙ୍ଗୀ କ୍ରୀଡ଼ାଙ୍ଗନ’ ଲୋକାର୍ପିତ..
ଘାଟିକିଆରେ ‘ବଜରଙ୍ଗୀ ଖେଳପଡ଼ିଆ’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଘାଟିକିଆଠାରେ ନିର୍ମିତ ଆଧୁନିକ ‘ବଜରଙ୍ଗୀ ଖେଳପଡ଼ିଆ’ ଆଜି ଲୋକାର୍ପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ୱାରା ପ୍ରସ୍ତୁତ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି । ସ୍ଥାନୀୟ କ୍ରୀଡ଼ାବିତ୍, ଯୁବବର୍ଗ ଏବଂ ସାଧାରଣ ନାଗରିକଙ୍କ ପାଇଁ ଏହି ଖେଳପଡ଼ିଆରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପାଇଁ ଆବଶ୍ୟକ ସମସ୍ତ…



