Rs 51-Cr Fish Market in Pandara to Relieve Unit-4 Congestion in Bhubaneswar/୫୧ କୋଟି ଟଙ୍କାରେ ନିର୍ମାଣ ହେବ ପାଣ୍ଡରା ମାଛ ବଜାର: ସ୍ଥଳ ସମୀକ୍ଷା କଲେ ସାଂସଦ ଅପରାଜିତା
ପାଣ୍ଡରାରେ ହେବ ଅତ୍ୟାଧୁନିକ ମାଛ ବଜାର, ୟୁନିଟ୍-୪ ଭିଡ଼ରୁ ମିଳିବ ମୁକ୍ତି: ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱରର ମାଛ ବଜାର ଅଞ୍ଚଳରୁ ଦୁର୍ଗନ୍ଧ ଓ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହେବାକୁ ଯାଉଛି। ୟୁନିଟ୍-୪ ମାଛ ବଜାରରେ ଦେଖାଯାଉଥିବା ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବା ପାଇଁ ଉତ୍ତର ଭୁବନେଶ୍ୱରର ପାଣ୍ଡରାଠାରେ ନିର୍ମାଣ ଚାଲିଛି ଏକ ଅତ୍ୟାଧୁନିକ ହୋଲସେଲ୍ ମାଛ ବଜାର। ରବିବାର ଭୁବନେଶ୍ୱର ସାଂସଦ ଅପରାଜିତା…

