Bhubaneswar Murder: 21-Year-Old Tapan Nahak Shot Dead Over Suspected Business Rivalry/ରାଜଧାନୀରେ ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ! ବଚସା ପରେ ଯୁବକଙ୍କୁ ଗୁଳି କରି ହତ୍ୟା
ଭୁବନେଶ୍ୱରରେ ଗୁଳିକାଣ୍ଡ: ୨୧ ବର୍ଷୀୟ ଯୁବକ ତପନ ନାହାକଙ୍କ ମୃତ୍ୟୁ, ବ୍ୟବସାୟିକ ଶତ୍ରୁତା ସନ୍ଦେହ, ୨ ଅଟକ ଭୁବନେଶ୍ୱର[News Ishot]: ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଚସାରୁ ଗୁଳିକାଣ୍ଡ ଘଟି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ତପନ ନାହାକ ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ବଚସା ଉଗ୍ରରୂପ ନେବାରୁ…



