Cyclone Arnab, Odisha News, Bharat Scouts and Guides, Odisha Cyclone Relief, Ganjam News, Gajapati News, Kandhamal News, Trilochan Majhi, Disaster Management Odisha

Scouts & Guides Extend Helping Hand to Cyclone-Hit Districts in Odisha/ଲୋକଙ୍କ ପାଖରେ ପହଞ୍ଚୁଛି ସହାୟତା: ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍କାଉଟ୍ ଓ ଗାଇଡ୍‌ର ସେବା

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳରେ ସ୍କାଉଟ୍ ଓ ଗାଇଡ୍‌ର ସେବା କାର୍ଯ୍ୟ ଜାରି ଭୁବନେଶ୍ୱର: ପ୍ରଳୟକାରୀ ବାତ୍ୟା ‘ଅର୍ଣ୍ଣବ’ ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ସେବା କାର୍ଯ୍ୟ ଜାରି ରହିଛି। ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାରେ ଏହି ରିଲିଫ୍ ଓ ପୁନରୁଦ୍ଧାର କାମ କରାଯାଉଛି।     ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସ୍କାଉଟ୍…