HAL Hands Over First Three Indigenous HTT-40 ‘Ankur’ Trainers to Indian Air Force/ଭାରତୀୟ ବାୟୁସେନାରେ ସାମିଲ ହେଲା ଦେଶୀ ଜ୍ଞାନକୌଶଳରେ ନିର୍ମିତ HTT-40 ‘ଅଙ୍କୁର’

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ୩ଟି ଦେଶୀୟ HTT-40 ‘ଅଙ୍କୁର’ ଟ୍ରେନର୍ ବିମାନ ଭାରତୀୟ ବାୟୁସେନା (IAF) ର ପ୍ରଶିକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭାରତରେ ନିର୍ମିତ ପ୍ରଥମ ତିନୋଟି HTT-40 ‘ଅଙ୍କୁର’ ବେସିକ୍ ଟ୍ରେନର୍ ବିମାନ ବାୟୁସେନା ହାତକୁ ଆସିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ପ୍ରସ୍ତୁତ ଏହି ବିମାନଗୁଡ଼ିକ ନୂଆ ପାଇଲଟମାନଙ୍କୁ ତାଲିମ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେବେ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ…