Ahead of Hasina’s Announced Return, Bangladesh Tribunal Sentences 7 Awami League Leaders to Death/ଶେଖ ହସିନାଙ୍କ ଫେରିବା ଘୋଷଣା ଭିତରେ ବାଂଲାଦେଶରେ ବଡ଼ ନିଷ୍ପତ୍ତି: ଆୱାମୀ ଲିଗ୍‌ର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁଦଣ୍ଡ

ଶେଖ ହସିନାଙ୍କ ଫେରିବା ଘୋଷଣା ଭିତରେ ବାଂଲାଦେଶରେ ବଡ଼ ନିଷ୍ପତ୍ତି: ଆୱାମୀ ଲିଗ୍‌ର ୭ ବରିଷ୍ଠ ନେତାଙ୍କୁ ମୃତ୍ୟୁଦଣ୍ଡ ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶକୁ ଫେରିବା ନେଇ ଘୋଷଣା କରିଥିବା ବେଳେ, ସେପଟେ ଢାକା ସ୍ୱତନ୍ତ୍ର ଟ୍ରିବ୍ୟୁନାଲ (ICT-2) ଏକ ବଡ଼ ଓ ଐତିହାସିକ ରାୟ ଶୁଣାଇଛନ୍ତି। ୨୦୨୪ର ଛାତ୍ର ଆନ୍ଦୋଳନ ସମୟରେ ହିଂସା ଉସକାଇବା, ସାଧାରଣ ନାଗରିକଙ୍କ ଉପରକୁ ଗୁଳିଚାଳନା କରିବା ଏବଂ ମାନବତା ବିରୋଧୀ ଅପରାଧ ମାମଲାରେ ଆୱାମୀ…