Asian Games 2026: Elavenil Valarivan & Women’s 10m Air Rifle Team Win Silver for India/ଏସୀୟ କ୍ରୀଡ଼ା ୨୦୨୬: ପ୍ରଥମ ଦିନରେ ନିଶାଣସାଧି ଭାରତକୁ ଦୁଇଟି ରୌପ୍ୟ, କମାଲ କଲେ ଏଲାଭେନିଲ୍…
ଏସୀୟ କ୍ରୀଡ଼ା ୨୦୨୬: ପ୍ରଥମ ଦିନରେ ନିଶାଣସାଧି ଭାରତକୁ ଦୁଇଟି ରୌପ୍ୟ, କମାଲ କଲେ ଏଲାଭେନିଲ୍ ଆଇଚି-ନାଗୋୟା (ଜାପାନ): ୨୦ତମ ଏସୀୟ କ୍ରୀଡ଼ାରେ ଭାରତୀୟ ଶୁଟରଙ୍କ ଜବରଦସ୍ତ ଶୁଭାରମ୍ଭ। ପ୍ରତିଯୋଗିତାର ପ୍ରଥମ ଦିନରେ ହିଁ ମହିଳା ୧୦ ମିଟର ଏୟାର ରାଇଫଲ ବିଭାଗରେ ଭାରତ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଛି। ଭାରତୀୟ ଓଲିମ୍ପିଆନ୍ ଏଲାଭେନିଲ୍ ଭାଲାରିଭାନ୍ ବ୍ୟକ୍ତିଗତ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ନିଜ ନାମରେ…

