Asian Games 2026: No Official Uniforms, No Parade for Indian Athletics Team/ଏସୀୟ କ୍ରୀଡ଼ା: ପୋଷାକ ନାହିଁ, ଉଦ୍ଘାଟନୀ ଉତ୍ସବରୁ ବାଦ୍ ପଡ଼ିଲେ ଭାରତୀୟ ଆଥଲେଟିକ୍ସ ଦଳ..
ଏସୀୟ କ୍ରୀଡ଼ା ୨୦୨୬: କିଟ୍ ନମିଳିବାରୁ ଉଦ୍ଘାଟନୀ ଉତ୍ସବରୁ ବାଦ୍ ପଡ଼ିଲେ ଭାରତୀୟ ଆଥଲେଟ୍ସ, ଶେଷ ମୁହୂର୍ତ୍ତରେ ବଦଳିଲେ ପତାକାବାହକ ଜାପାନର ଆଇଚି-ନାଗୋୟାରେ ଆରମ୍ଭ ହୋଇଥିବା ୨୦୨୬ ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଆଥଲେଟିକ୍ସ ଦଳ ସାମିଲ ହୋଇପାରିନାହାନ୍ତି। ସମସ୍ତ ପ୍ରସ୍ତୁତି ସତ୍ତ୍ୱେ କେବଳ ଅଫିସିଆଲ୍ ପୋଷାକ (ସେରେମୋନିଆଲ୍ କିଟ୍) ସମୟରେ ନପହଞ୍ଚିବା ଯୋଗୁଁ ଏପରି ଏକ ବିଭ୍ରାଟ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଉଛି, ଭାରତୀୟ ଦଳର ଅନ୍ୟତମ ମୁଖ୍ୟ ପତାକାବାହକ ଭାବେ…

