Anupam Kher is Jatayu in Nitesh Tiwari’s ‘Ramayana’! First Look Poster Out Now/ଜଟାୟୁ ଭୂମିକାରେ ଅନୁପମ ଖେର, ରିଲିଜ୍ ହେଲା ‘ରାମାୟଣ’ର ‘The Wings of Dharma’ ପୋଷ୍ଟର
ନିତେଶ ତିବାରୀଙ୍କ ‘ରାମାୟଣ’: ଜଟାୟୁ ଭୂମିକାରେ ନଜର ଆସିବେ ଅନୁମପ ଖେର,ସାମ୍ନାକୁ ଆସିଲା ଶକ୍ତିଶାଳୀ ପୋଷ୍ଟର ବଲିଉଡର ମେଗା-ବଜେଟ୍ ଏବଂ ବହୁପ୍ରତୀକ୍ଷିତ ସିନେମା ନିତେଶ ତିବାରୀଙ୍କ ‘ରାମାୟଣ’ (Ramayana) କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମେକର୍ସମାନେ ଫିଲ୍ମର ଆଉ ଏକ ନୂଆ ଏବଂ ଜମକାଉଥିବା ପୋଷ୍ଟର ରିଲିଜ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥର ଫିଲ୍ମରୁ ରାମାୟଣର ଏକ ଅତି ମହତ୍ତ୍ୱପୂର୍ଣ୍ଣ…



