Gyanesh Kumar Became CEC Due to Proximity to Amit Shah, Wasn’t Fit for Secretary Post: Former CEC SY Quraishi/ଅମିତ ଶାହଙ୍କ ସହ ଘନିଷ୍ଠତା ଯୋଗୁଁ ଜ୍ଞାନେଶ କୁମାର ହେଲେ CEC: ପୂର୍ବତନ CEC ଏସ.ୱାଇ. କୁରୈଶୀ

ଅମିତ ଶାହଙ୍କ ସହ ଘନିଷ୍ଠତା ଯୋଗୁଁ ଜ୍ଞାନେଶ କୁମାର ହେଲେ CEC: ପୂର୍ବତନ ସିଇସି ଏସ.ୱାଇ. କୁରୈଶୀ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ଦେଶରେ ପୁଣି ଥରେ ରାଜନୈତିକ ସରଗରମ ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ.ୱାଇ. କୁରୈଶୀ (S.Y. Quraishi) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇ କହିଛନ୍ତି ଯେ, ଜ୍ଞାନେଶ କୁମାର ନିଜର ଦକ୍ଷତା ନୁହେଁ, ବରଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଘନିଷ୍ଠ ସମ୍ପର୍କ…

“Not SIR, It’s ‘Shah Instigated Removal'”: Jairam Ramesh Attacks Centre Over Electoral Roll Revision/SIR ର ନୂଆ ଅର୍ଥ କାଢ଼ିଲେ ଜୟରାମ ରମେଶ: ‘ଶାହା ଇନଷ୍ଟିଗେଟେଡ୍ ରିମୁଭାଲ୍’…

SIR ର ଅସଲ ଅର୍ଥ ‘ଶାହା ଇନଷ୍ଟିଗେଟେଡ୍ ରିମୁଭାଲ୍’: କଂଗ୍ରେସ ନେତା ଜୟରାମ ରମେଶଙ୍କ ବଡ଼ ଅଭିଯୋଗ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା SIR (Special Intensive Revision) କୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ଉପରେ କଡ଼ା ନିଶାନା ସାଧିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି SIR ପ୍ରକ୍ରିୟାକୁ “Shah Instigated Removal” (ଅମିତ ଶାହାଙ୍କ ଇସାରାରେ ଭୋଟରଙ୍କୁ ହଟାଇବା) ବୋଲି କହିଛନ୍ତି।…