FSSAI Action: Amazon, Zepto and 3 Other Platforms Flagged for Non-Compliance/Amazon, Zepto ଓ Swiggy କୁ FSSAI ର ନୋଟିସ୍: ବିଷାକ୍ତ ଧତୁରା ସହ ଏହି ସାମଗ୍ରୀ ବିକ୍ରିକୁ ନେଇ ବଢ଼ିଲା ଅସନ୍ତୋଷ..

ଗ୍ରାହକଙ୍କୁ ଭ୍ରମିତ କରୁଛନ୍ତି ଇ-କମର୍ସ ସଂସ୍ଥା: Amazon, Zepto ଓ Swiggy କମ୍ପାନୀ ବିରୋଧରେ FSSAI ର କଡ଼ା କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ଅନଲାଇନ୍‌ରେ ସାମଗ୍ରୀ କିଣୁଥିବା ଗ୍ରାହକଙ୍କ ସୁରକ୍ଷାକୁ ନେଇ ଏବେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ ‘FSSAI’ (Food Safety and Standards Authority of India) ଆକ୍ସନ୍ ମୋଡ୍‌କୁ ଆସିଛି। ଖାଦ୍ୟ ଦ୍ରବ୍ୟର ମିଥ୍ୟା ବିଜ୍ଞାପନ, ଭ୍ରମାତ୍ମକ ତଥ୍ୟ ଦେବା ଏବଂ ବିଷାକ୍ତ ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ FSSAI ଦେଶର ୫ଟି ପ୍ରମୁଖ…