Renowned Neurosurgeon Padma Shri Dr. Ashok Mahapatra Passes Away/ଆରପାରିରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର: ଚିକିତ୍ସା ଜଗତରେ ଗଭୀର ଶୋକ
ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ, ଚିକିତ୍ସା ଜଗତରେ ଶୋକର ଛାୟା ଓଡ଼ିଶାର ଗୌରବ, ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି| ସୋମବାର ରାତି ପ୍ରାୟ ୯:୧୫ ସମୟରେ ନୂଆଦିଲ୍ଲୀ ଏମ୍ସ (AIIMS) ଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି| ମସ୍ତିଷ୍କାଘାତ (Brain Stroke) ପରେ ସେ ଗୁରୁତର ଅସୁସ୍ଥ ହୋଇ ସେଠାରେ ଭର୍ତ୍ତି ହୋଇଥିଲେ| ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଯୋଗଦାନ: ଯୋଡ଼ା…



