First Batch of Agniveers to Exit Service by Dec 31: What Lies Ahead for the 75% Retiring Personnel? /Agniveer Retirement 2026: ୪ ବର୍ଷର ସେବା ଶେଷ, ଫେରିବେ ୭୫% ଯବାନ; ଜାଣନ୍ତୁ ଆଗକୁ କ’ଣ ରହିଛି ସୁବିଧା ଓ ନକାରାତ୍ମକ ଦିଗ..

ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ଅବସର ତାରିଖ ପାଖେଇ ଆସିଲା: ଡିସେମ୍ବର ୩୧ ସୁଦ୍ଧା ୧୮,୦୦୦ରୁ ଅଧିକ ଯବାନ ଫେରିବେ, କ୍ରିୟାନ୍ୱୟନ ହେବ ବଡ଼ ଆଶା ଓ ଆଶଙ୍କା ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ‘ଅଗ୍ନିପଥ’ (Agnipath Scheme) ଯୋଜନାରେ ୨୦୨୨ରେ ଯୋଗ ଦେଇଥିବା ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ୪ ବର୍ଷିଆ ସେବା କାଳ ପୂରଣ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୩୧, ୨୦୨୬ ସୁଦ୍ଧା ସେନାର ତିନି ବାହିନୀ (ଥଳ, ଜଳ ଓ ଆକାଶ) ରୁ ପ୍ରାୟ ୧୮,୩୦୦…