Dominant India Crush South Korea 8-2 to Move Closer to Asian Games Semifinals/୮-୨! ଦକ୍ଷିଣ କୋରିଆକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ୍, ରଚିଲା ନୂଆ ଇତିହାସ..

ଏସୀୟ କ୍ରୀଡ଼ା: ଦକ୍ଷିଣ କୋରିଆକୁ ୮-୨ ରେ ହରାଇଲା ଭାରତୀୟ ପୁରୁଷ ହକି ଟିମ୍, ସେମିଫାଇନାଲ ନିକଟତର କାକାମିଗାହାରା (୨୪ ସେପ୍ଟେମ୍ବର): ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳର ବିଜୟ ଅଭିଯାନ ଜାରି ରହିଛି। ଗୁରୁବାର ପୁଲ୍‌-ଏ’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୮-୨ ଗୋଲ୍‌ରେ ପରାସ୍ତ କରି ଏସୀୟ କ୍ରୀଡ଼ା ଇତିହାସରେ କୋରିଆ ବିପକ୍ଷରେ ସବୁଠାରୁ ବଡ଼ ବିଜୟ ହାସଲ କରିଛି। ଏହି ସଫଳତା ସହ ଡିଫେଣ୍ଡିଂ ଚାମ୍ପିୟନ୍…