Big Setback for BJP in Rajasthan’s Jhalawar as Congress Wins 29 of 45 Wards/ଝାଲାୱାଡ଼ରେ କଂଗ୍ରେସର ବଡ଼ ବିଜୟ: ଧରାଶାୟୀ ହେଲା ବିଜେପି..

ରାଜସ୍ଥାନ ପୌର ନିର୍ବାଚନ: ଝାଲାୱାଡ଼ରେ ବିଜେପିକୁ ବଡ଼ ଝଟକା, ୨୯ଟି ୱାର୍ଡ ହାତେଇଲା କଂଗ୍ରେସ ଜୟପୁର: ରାଜସ୍ଥାନ ପୌର ନିର୍ବାଚନ ଫଳାଫଳରେ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ଦଳର ଟାଣୁଆ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗଡ଼ କୁହାଯାଉଥିବା ଝାଲାୱାଡ଼ ପୌର ପରିଷଦକୁ କଂଗ୍ରେସ ନିଜ କବଜାକୁ ନେଇଛି। ମୋଟ ୪୫ଟି ୱାର୍ଡ ମଧ୍ୟରୁ କଂଗ୍ରେସ ଏକାକୀ ୨୯ଟିରେ ବିଜୟୀ ହୋଇ ସ୍ପଷ୍ଟ ବହୁମତ ହାସଲ କରିଛି। ଅନ୍ୟପଟେ ବିଜେପି ମାତ୍ର…