Headlines

Nationwide Bank Strike: Branch Services Impacted; UPI & Digital Banking Operational/ଆଜିଠୁ କ୍ରମାଗତ କେତେକ ଦିନ ବ୍ୟାଙ୍କ ବନ୍ଦ! ଜାଣନ୍ତୁ କେଉଁ ସେବା ମିଳିବ ଏବଂ କେଉଁଟି ନାହିଁ

ଆଜି ସାରା ଦେଶ ସହ ଓଡ଼ିଶାରେ ବି ବ୍ୟାଙ୍କ ସେବା ବାଧାପ୍ରାପ୍ତ: ୫ ଦିନିଆ କାର୍ଯ୍ୟଦିବସ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଭୁବନେଶ୍ୱର: ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଏବଂ ପେନସନ ସମ୍ବନ୍ଧୀୟ ଦାବିକୁ ନେଇ ଆଜି (୧୧ ସେପ୍ଟେମ୍ବର) ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଗୋଟିଏ ଦିନିଆ ଧର୍ମଘଟ କରିଛନ୍ତି। ‘ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ’ (UFBU) ର ଆହ୍ୱାନରେ ଆୟୋଜିତ ଏହି ଆନ୍ଦୋଳନ ଯୋଗୁଁ ସରକାରୀ ବ୍ୟାଙ୍କଗୁଡ଼ିକରେ କାମଧାମ ପ୍ରାୟତଃ…

Delhi High Court Dismisses Vinesh Phogat’s Plea for World Championship Trials Exemption/ବିନେଶ ଫୋଗାଟଙ୍କୁ ହାଇକୋର୍ଟଙ୍କ ଝଟ୍‌କା: ୨୦୨୬ ୱାର୍ଲ୍ଡ ଚାମ୍ପିୟନସିପ୍ ଟ୍ରାଏଲ୍‌ରୁ ବାହାର..

World Championship Trials ରୁ ବାଦ୍ ପଡ଼ିଲେ ବିନେଶ ଫୋଗାଟ୍: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଝଟ୍‌କା ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଝଟ୍‌କା ଲାଗିଛି। ୨୦୨୬ ସିନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍‌ ପାଇଁ ଆସନ୍ତା ସେପ୍ଟେମ୍ବର ୧୪ରେ ହେବାକୁ ଥିବା ସିଲେକ୍ସନ୍ ଟ୍ରାଏଲ୍‌ରେ ଭାଗ ନେବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଘଟଣାଟି କ’ଣ? ମାତୃତ୍ୱ ଅବକାଶ (Maternity Leave) ପରେ କୁସ୍ତି…

Gavaskar Warns BCCI: Stop Treating Indian Cricketers Like Machines/‘ଖେଳାଳିମାନେ ମେସିନ୍ ନୁହନ୍ତି, ରସ ନିଙ୍ଗାଡ଼ିବା ବନ୍ଦ କର’: BCCI ଓ ICC କୁ ଗାଭାସ୍କରଙ୍କ କଡ଼ା ଚେତାବନୀ..

‘ଖେଳାଳିମାନେ ମେସିନ୍ କି ଆଖୁ ନୁହନ୍ତି’: BCCI ଓ ICC କୁ ଗାଭାସ୍କରଙ୍କ ସିଧା କଥା ଭାରତୀୟ କ୍ରିକେଟରମାନଙ୍କ ଉପରେ ପଡ଼ୁଥିବା ଅତ୍ୟାଧିକ ମ୍ୟାଚ୍‌ର ଚାପ ଏବଂ କ୍ରମାଗତ ଖେଳାଳି ଆଘାତପ୍ରାପ୍ତ ହେବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର। ନିଜର ଏକ କଲମରେ ସେ BCCI ଏବଂ ICC କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି। ଗାଭାସ୍କର ଲେଖିଛନ୍ତି ଯେ, ୨୦୨୭ରୁ ଆରମ୍ଭ ହେବାକୁ ଥିବା ଆଗାମୀ ୪ ବର୍ଷର ଆନ୍ତର୍ଜାତୀୟ…

Odisha Rain Alert: IMD Warns of Heavy Rainfall in 24 Districts/ସାବଧାନ! ଓଡ଼ିଶାରେ ମାଡ଼ି ଆସୁଛି ପ୍ରବଳ ବର୍ଷା, ୨୪ ଜିଲ୍ଲାକୁ ଆଲର୍ଟ ଜାରି

ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୩ ଜିଲ୍ଲାକୁ ଅରେଞ୍ଜ ଓ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ କିଛି ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅରେଞ୍ଜ ଆଲର୍ଟ: କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦…

Biju Patnaik Statue Vandalized Near Siali Beach; BJD Warns of Mass Protests/ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ: ପୋଲିସର ନିଷ୍କ୍ରିୟତାକୁ ନେଇ ବର୍ଷିଲେ ପ୍ରଶାନ୍ତ ମୁଦୁଲି…

ଶିଆଳି ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା: ଦୁର୍ବୁତ୍ତଙ୍କୁ ଗିରଫ ଦାବିରେ ବିଜେଡିର ଗର୍ଜନ, ଶୁକ୍ରବାର ଘଟଣାସ୍ଥଳ ପରିଦର୍ଶନ କରିବ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ପ୍ରସିଦ୍ଧ ଶିଆଳି ବେଳାଭୂମି ନିକଟରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ଏହାକୁ ଓଡ଼ିଆ ଜାତିର…