Odisha Campus Polls: CM Mohan Majhi Slams Previous Govt, Naveen Patnaik Hails ‘Gen-Z’ & Student Power/ଛାତ୍ର ସଂସଦ ନିର୍ବାଚନ: ପୂର୍ବ ସରକାରଙ୍କୁ ମୋହନ ମାଝୀଙ୍କ ସମାଲୋଚନା, Gen-Z କୁ ନବୀନଙ୍କ ପ୍ରଶଂସା..

କଲେଜ ନିର୍ବାଚନ: କ୍ୟାମ୍ପସରେ ଗଣତନ୍ତ୍ର ଫେରାଇଛୁ କହିଲେ ମୁଖ୍ୟମନ୍ତ୍ରୀ, ଜେନ୍-ଜି (Gen-Z) କୁ ନେଇ ନବୀନଙ୍କ ପ୍ରଶଂସା ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ରାଜନୈତିକ ବୟାନବାଜି ଜୋର ଧରିଛି। ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କୁ ଉଭୟ ଶାସକ ଓ ବିରୋଧୀ ଶିବିରରୁ ଶୁଭେଚ୍ଛା ମିଳିଥିବାବେଳେ, ପୂର୍ବ ସରକାରଙ୍କୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ମାଝୀଙ୍କ କଟାକ୍ଷ ଓ ସରକାରଙ୍କ ସଫଳତା:…

Odisha College Election Results: ABVP and BCJD Secure Major Wins Across Campuses/ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କଲେଜ ନିର୍ବାଚନ, ବିଜୟୀ ପ୍ରାର୍ଥୀଙ୍କୁ ନେଇ ଉତ୍ସାହ..

ଓଡ଼ିଶା କଲେଜ ଛାତ୍ରସଂସଦ ନିର୍ବାଚନ: ୮ ବର୍ଷ ପରେ କ୍ୟାମ୍ପସରେ ଉତ୍ସାହ, ABVP ଓ BCJD ର ଦବଦବା ଭୁବନେଶ୍ୱର:ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ରେକ୍ ପରେ ଅନୁଷ୍ଠିତ ହୋଇଥିବା ବହୁ ପ୍ରତୀକ୍ଷିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ରାଜ୍ୟର ପ୍ରାୟ ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଓ ଭୋଟ୍ ଗଣତି ଶେଷ ହେବା ପରେ ବିଭିନ୍ନ କଲେଜରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିଛି।ଏହି ନିର୍ବାଚନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର…

Ankita Bhandari Case: Rahul Gandhi Writes to President Murmu Opposing Dushyant Gautam’s Sikkim Governor Appointment/ଅଙ୍କିତା ଭଣ୍ଡାରୀ ମାମଲା: ଦୁଷ୍ମନ୍ତ ଗୌତମଙ୍କ ରାଜ୍ୟପାଳ ନିଯୁକ୍ତିକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ

ଅଙ୍କିତା ଭଣ୍ଡାରୀ ମାମଲା: ଦୁଷ୍ମନ୍ତ ଗୌତମଙ୍କ ରାଜ୍ୟପାଳ ନିଯୁକ୍ତିକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ ଅଙ୍କିତା ଭଣ୍ଡାରୀ ହତ୍ୟାମାମଲାକୁ ନେଇ ଦେଶରେ ପୁଣିଥରେ ରାଜନୈତିକ ଉତ୍ତାପ ବଢ଼ିବାରେ ଲାଗିଛି। ବିଜେପି ନେତା ଦୁଷ୍ମନ୍ତ କୁମାର ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବାକୁ ନେଇ ଦେଖାଦେଇଥିବା ବିବାଦ ଭିତରେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସିଧାସଳଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ରାହୁଲ ଏହି ନିଯୁକ୍ତିକୁ ତୁରନ୍ତ ସ୍ଥଗିତ…

Major Relief for BJD Leader Pratap Jena as Supreme Court Grants Clean Chit in Mahanga Case/ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱାସନା; ବିଜେଡି କହିଲା— ‘ସତ୍ୟ ଓ ଆଇନର ବିଜୟ’

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି ଭୁବନେଶ୍ୱର (ନ୍ୟୁଜ୍ ଇନ୍‌ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ…

“Double Engine Govt Has Failed Everyone, Gen Z’s Future Is Dark”: Naveen Patnaik Slams Govt at BJD Padayatra/ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ..

ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ, Gen Z ର ଭବିଷ୍ୟତ ଅନ୍ଧାର: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ ଭୁବନେଶ୍ୱର (ନ୍ୟୁଜ୍ ଡେସ୍କ): ରାଜ୍ୟର ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କୁ ସୋଜାସୋଜି ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ସରକାରଙ୍କ ଅପାରଗତା ନେଇ କଡ଼ା ସମାଲୋଚନା କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆମ ସରକାର ସମୟରେ…