Untold Story of India’s Spymaster: Dharma Productions to Bring R.N. Kao’s Life to Big Screen/RAW ର ପ୍ରତିଷ୍ଠାତା ଆର.ଏନ୍. କାଓଙ୍କ ବାୟୋପିକ୍ ଘୋଷଣା କଲେ କରଣ ଜୋହର..
R&AW ର ପ୍ରତିଷ୍ଠାତା ରାମେଶ୍ୱର ନାଥ କାଓଙ୍କ ଉପରେ ତିଆରି ହେବ ସିନେମା, କରଣ ଜୋହର କଲେ ବଡ଼ ଘୋଷଣା ଭାରତର ଗୁପ୍ତଚର ସଂସ୍ଥା ‘ର’ (R&AW) ର ପ୍ରତିଷ୍ଠାତା ତଥା ମହାନ ସ୍ପାଇମାଷ୍ଟର ରାମେଶ୍ୱର ନାଥ କାଓ (ଆର.ଏନ୍. କାଓ) ଙ୍କ ସତ୍ୟ କାହାଣୀ ଏବେ ବଡ଼ ପରଦାକୁ ଆସିବାକୁ ଯାଉଛି। ବଲିଉଡର ଜଣାଶୁଣା ପ୍ରଯୋଜକ କରଣ ଜୋହରଙ୍କ ‘ଧର୍ମା ପ୍ରୋଡକ୍ସନ୍ସ’ ଏବଂ ‘ଲିଓ ମିଡିଆ କଲେକ୍ଟିଭ୍’ ମିଶି ଏହି ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି।…



