Months After Leaving TMC, Gujarat Govt Approves Disputed Land Allotment for Yusuf Pathan/TMC ଛାଡ଼ିବା ପରେ ଯୁସୁଫ୍ ପଠାନଙ୍କୁ ଗୁଜୁରାଟ ସରକାରଙ୍କ ବଡ଼ ଭେଟି: କୋଟି କୋଟି ଟଙ୍କାର ଜମି ମିଳିବ ମାଗଣାରେ!
TMC ଛାଡ଼ିବା ପରେ ବଦଳିଗଲା ଭାଗ୍ୟ! ଯୁସୁଫ୍ ପଠାନଙ୍କୁ ୨୦ କୋଟିର ଜମି ଦେବେ ଗୁଜୁରାଟ ସରକାର; ୧୪ ବର୍ଷର ବିବାଦର ହେଲା ସମାଧାନ ବଡ଼ୋଦରା: ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ଲୋକସଭା ସାଂସଦ ଯୁସୁଫ୍ ପଠାନଙ୍କୁ ଗୁଜୁରାଟ ସରକାରଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବଡ଼ୋଦରା ସହରର ତାନ୍ଦଲଜା ଅଞ୍ଚଳରେ ଥିବା ପ୍ରାୟ ୨୦.୫୩ କୋଟି ଟଙ୍କା ମୂଲ୍ୟର ଏକ ବିବାଦୀୟ ସରକାରୀ ପ୍ଲଟ୍କୁ ତାଙ୍କ ନାଁରେ ଆବଣ୍ଟନ କରିବା ପାଇଁ ରାଜ୍ୟ ସରକାର…



