World Athletics Continental Tour Silver Meet 2026 Begins with Grand Showcase of Odisha’s Cultural Heritage/ୱାର୍ଲ୍ଡ ଆଥଲେଟିକ୍ସ ସିଲଭର ମିଟ୍‌: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶାର ସଂସ୍କୃତି ଓ କ୍ରୀଡ଼ାର ମହାସଙ୍ଗମ..

ୱାର୍ଲ୍ଡ ଆଥଲେଟିକ୍ସ ସିଲଭର ମିଟ୍‌: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶାର ସଂସ୍କୃତି ଓ କ୍ରୀଡ଼ାର ମହାସଙ୍ଗମ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରସିଦ୍ଧ ‘ୱାର୍ଲ୍ଡ ଆଥଲେଟିକ୍ସ କଂଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍ ୨୦୨୬’ର ଉଦ୍‌ଘାଟନୀ ସମାରୋହରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆନ୍ତର୍ଜାତିକ କ୍ରୀଡ଼ା ଆବେଶର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି। ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା ସହିତ ରାଜ୍ୟର ପରମ୍ପରା, ନୃତ୍ୟ ଓ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏହି ଉଦ୍‌ଘାଟନୀ ଉତ୍ସବ…