Veteran Bollywood Actor Mushtaq Khan Passes Away at 56 After Battle with Cancer/କ୍ୟାନ୍‌ସର ସହ ଲଢ଼ି ଆଖି ବୁଜିଲେ ବରିଷ୍ଠ ଅଭିନେତା ମୁସ୍ତାକ ଖାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୬ ବର୍ଷ ବୟସରେ ଆଖି ବୁଜିଲେ ‘ୱେଲକମ୍’ ଫେମ୍ ଅଭିନେତା ବଲିଉଡ୍‌ର ବରିଷ୍ଠ ଅଭିନେତା ଓ କମେଡିଆନ୍ ମୁସ୍ତାକ ଖାନ (Mushtaq Khan) ଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ କ୍ୟାନ୍‌ସର ରୋଗ ସହ ଲଢ଼ୁଥିଲେ। ମୁମ୍ବାଇର ନାନାବଟୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସେ କ୍ୟାନ୍‌ସରରୁ ସୁସ୍ଥ ହୋଇସାରିଥିଲେ ମଧ୍ୟ…