Voter Helpline App interface for online voter registration and correction form.

Voter List Update: Apply for New Registration & Corrections Till Dec 30—Full Details Inside/ଭୋଟର କାର୍ଡରେ ସଂଶୋଧନ ଓ ନୂଆ ନାମ ଯୋଡ଼ିବା ପାଇଁ ସୁଯୋଗ: ନଭେମ୍ବର ୩୦ରୁ ଆରମ୍ଭ ହେଉଛି ଆବେଦନ!

ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା: ନଭେମ୍ବର ୩୦ରୁ ଡିସେମ୍ବର ୩୦ ଯାଏଁ ନୂଆ ନାମ ପଞ୍ଜିକରଣ ଓ ସଂଶୋଧନ ସୁଯୋଗ News Inshot: ଭାରତୀୟ ନିର୍ବାଚନ ଆୟୋଗ (ECI) ଙ୍କ ଦ୍ୱାରା ନୂଆ ଭୋଟର ତାଲିକା ସଂଶୋଧନ (Special Summary Revision) ନେଇ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି ପ୍ରକ୍ରିୟା ଅଧୀନରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ, ନଭେମ୍ବର ୩୦ ରୁ ଡିସେମ୍ବର ୩୦…