“Zero Transparency, Zero Accountability”: Dhruv Rathee Slams Election Commission at Bengaluru SIR Protest/ନିର୍ବାଚନ କମିଶନଙ୍କ ବିରୋଧରେ ବର୍ଷିଲେ ଧ୍ରୁବ ରାଠୀ: “ନା ଅଛି ସ୍ୱଚ୍ଛତା, ନା ରହିଛି ଉତ୍ତରଦାୟିତ୍ୱ”

ନିର୍ବାଚନ କମିଶନଙ୍କ ବିରୋଧରେ ବର୍ଷିଲେ ଧ୍ରୁବ ରାଠୀ: “ନା ଅଛି ସ୍ୱଚ୍ଛତା, ନା କାହା ପ୍ରତି ଉତ୍ତରଦାୟିତ୍ୱ” ବେଙ୍ଗାଲୁରୁ: ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନ (ECI)ଙ୍କ ଭୂମିକା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି। ବେଙ୍ଗାଲୁରୁର ଫ୍ରିଡମ୍ ପାର୍କଠାରେ ଆୟୋଜିତ ଏକ ବିଶାଳ ପ୍ରତିବାଦ ସଭାରେ ଯୋଗଦେଇ ପ୍ରସିଦ୍ଧ ୟୁଟ୍ୟୁବର୍ ଧ୍ରୁବ ରାଠୀ ନିର୍ବାଚନ କମିଶନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, “ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀରେ…

“Not SIR, It’s ‘Shah Instigated Removal'”: Jairam Ramesh Attacks Centre Over Electoral Roll Revision/SIR ର ନୂଆ ଅର୍ଥ କାଢ଼ିଲେ ଜୟରାମ ରମେଶ: ‘ଶାହା ଇନଷ୍ଟିଗେଟେଡ୍ ରିମୁଭାଲ୍’…

SIR ର ଅସଲ ଅର୍ଥ ‘ଶାହା ଇନଷ୍ଟିଗେଟେଡ୍ ରିମୁଭାଲ୍’: କଂଗ୍ରେସ ନେତା ଜୟରାମ ରମେଶଙ୍କ ବଡ଼ ଅଭିଯୋଗ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା SIR (Special Intensive Revision) କୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ଉପରେ କଡ଼ା ନିଶାନା ସାଧିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି SIR ପ୍ରକ୍ରିୟାକୁ “Shah Instigated Removal” (ଅମିତ ଶାହାଙ୍କ ଇସାରାରେ ଭୋଟରଙ୍କୁ ହଟାଇବା) ବୋଲି କହିଛନ୍ତି।…