Traffic Challan Fear Makes Man Abandon Wife on Busy Road in Uttarakhand/ଚାଲାନ୍ ଭୟରେ ପୋଲିସକୁ ଚକମା ଦେଉଥିଲା ସ୍ୱାମୀ, ବାଇକ୍ରୁ ପତ୍ନୀ ଖସିପଡ଼ିବାରୁ ଛାଡ଼ି ପଳାଇଲା!

ଜରିମାନା ଡ଼ର: ପୋଲିସକୁ ଦେଖି ବାଇକ୍ରୁ ପତ୍ନୀଙ୍କୁ ପକାଇଦେଇ ଫେରାର୍ ହେଲା ନିର୍ଦ୍ଦୟ ସ୍ୱାମୀ! ରୁଦ୍ରପୁର: ଟ୍ରାଫିକ୍ ଚାଲାନ୍ ଭୟରେ ଜଣେ ବାଇକ୍ ଚାଳକ ଏପରି କାମ କଲେ, ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପୋଲିସ ଚେକିଂ ଦେଖି ଡ଼ରରେ ସ୍ୱାମୀ ଜଣକ ହଠାତ୍ ଗାଡ଼ି ମୋଡ଼ି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାଇକ୍ରେ ପଛରେ ବସିଥିବା ତାଙ୍କର ସ୍ୱାମୀଙ୍କ ପତ୍ନୀ ତଳେ ପଡ଼ିଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା,…