Big Relief for US Visa Applicants: Court Sets Schedule for 55,000 Diversity Green Cards/ଆମେରିକା ଗ୍ରୀନ୍ କାର୍ଡ ଆଶାୟୀଙ୍କ ପାଇଁ ଖୁସି ଖବର: ୫୫ ହଜାର ଲୋକଙ୍କୁ ମିଳିବ ଆବେଦନ ସୁଯୋଗ

ଆମେରିକା ଗ୍ରୀନ୍ କାର୍ଡ ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର: ୫୫ ହଜାର ଲୋକଙ୍କୁ ମିଳିବ ଆବେଦନ ସୁଯୋଗ, କୋର୍ଟ ଦେଲେ ନିର୍ଦ୍ଦେଶ ୱାଶିଂଟନ୍: ଆମେରିକାରେ ରହିବା ଓ କାମ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାପୂର୍ଣ୍ଣ ଖବର ଆସିଛି। ବିଶ୍ୱବ୍ୟାପୀ ପ୍ରାୟ ୫୫,୦୦୦ ଆବେଦନକାରୀଙ୍କ ପାଇଁ ଗ୍ରୀନ୍ କାର୍ଡ ଲଟେରୀ (ଡାଇଭରସିଟି ଭିସା କାର୍ଯ୍ୟକ୍ରମ – DV-2027) ର ପଞ୍ଜୀକରଣ ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ ଆମେରିକାର ଏକ ଫେଡେରାଲ୍ କୋର୍ଟ…