Over 1 Crore Hindu Voters Missing from UP Rolls: CM Yogi Sounds Alarm, Opposition Hits Back/୧ କୋଟିରୁ ଅଧିକ ଭୋଟର ଗାଏବ: ଯୋଗୀଙ୍କ ଚେତାବନୀ, ପଲଟା ଆକ୍ରମଣ କଲା ସମାଜବାଦୀ ପାର୍ଟି..
ଉତ୍ତର ପ୍ରଦେଶ ଭୋଟର ଲିଷ୍ଟରୁ ୧.୨୭ କୋଟି ହିନ୍ଦୁ ଭୋଟର ଗାଏବ: ଯୋଗୀଙ୍କ ଚେତାବନୀ ପରେ ଗରମ ହେଲା ରାଜନୀତି ଲକ୍ଷ୍ନୌ[News Inshot]: ଉତ୍ତର ପ୍ରଦେଶର ଭୋଟର ତାଲିକାକୁ ନେଇ ରାଜ୍ୟ ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବିଧାନସଭା ଭୋଟର ଲିଷ୍ଟରୁ ପ୍ରାୟ ୧ କୋଟିରୁ ୧.୨୭ କୋଟି ହିନ୍ଦୁ ଭୋଟରଙ୍କ ନାମ ଗାଏବ ଥିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିବା ପରେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର…



