Imposing UPI Fees Could Push India Back to Cash: Ex-NITI Aayog VC Warns/UPI ଉପରେ MDR ଶୁଳ୍କକୁ ନେଇ ଚିନ୍ତା, ସରକାରଙ୍କୁ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷଙ୍କ ପରାମର୍ଶ..

UPI କୁ ମାଗଣା ରଖିବାକୁ ଦାବି: ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ବଡ଼ ବୟାନ ନୂଆଦିଲ୍ଲୀ: ୟୁପିଆଇ (UPI) ନେଣଦେଣକୁ ସମ୍ପୂର୍ଣ୍ଣ ମାଗଣା ରଖିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରାଜୀବ କୁମାର। ତାଙ୍କ କହିବା କଥା, ବ୍ୟବସାୟୀଙ୍କ ଉପରେ କୌଣସି ପ୍ରକାରର ଶୁଳ୍କ ଲଗାଇଲେ ଲୋକେ ପୁଣିଥରେ ଡିଜିଟାଲ୍ ପେମେଣ୍ଟ ଛାଡ଼ି ନଗଦ (କ୍ୟାଶ୍) କାରବାର ଆଡ଼କୁ ଫେରିଯିବାର ବଡ଼ ବିପଦ ରହିଛି। କିଛି ଦିନ ତଳେ…