Loophole in UPI Rule: Split ₹6,000 Bill into 3 Payments to Pay ₹0 Charges!/UPI ନିୟମରୁ ବଞ୍ଚିବାର ନୂଆ ବାଟ: ୬,୦୦୦ ଟଙ୍କାର ବିଲ୍କୁ ୩ ଭାଗ କଲେ କଟିବନି ଗୋଟିଏ ବି ଟଙ୍କା!
UPI MDR ରୁ ବଞ୍ଚିବା ପାଇଁ ଉପାୟ: ୬୦୦୦ ଟଙ୍କାର ବିଲ୍କୁ ୨୦୦୦ ଟଙ୍କା କରି ୩ ଥର ଦେଲେ କଟିବନି ଶୁଳ୍କ! ନିକଟରେ NPCI (ନ୍ୟାସନାଲ ପେମେଣ୍ଟସ କୋର୍ପୋରେସନ୍ ଅଫ୍ ଇଣ୍ଡିଆ) ର ନୂଆ ନିୟମ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪% MDR (ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍) ଦେବାକୁ ପଡ଼ିବ। କିନ୍ତୁ ଏହି ଶୁଳ୍କରୁ ବଞ୍ଚିବା ପାଇଁ ଏବେ ବ୍ୟବସାୟୀ ଓ ଗ୍ରାହକମାନେ ଏକ ବାଟ ଖୋଜି ବାହାର…

