Ramayana Part 1 Release Date Out: When and Where to Book Tickets for Ranbir Kapoor’s Epic Film? /ରଣବୀରଙ୍କ ‘ରାମାୟଣ ପାର୍ଟ-୧’ ରିଲିଜ୍ ତାରିଖ ଘୋଷଣା: କେବେଠୁ ହେବ ଟିକେଟ୍ ବୁକିଂ?

ରଣବୀର କପୁରଙ୍କ ବହୁପ୍ରତୀକ୍ଷିତ ‘ରାମାୟଣ ପାର୍ଟ-୧’ର ରିଲିଜ୍ ତାରିଖ ଘୋଷଣା; କେବେଠୁ ହେବ ଟିକେଟ୍ ବୁକିଂ? ବଲିଉଡ୍ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଅତ୍ୟନ୍ତ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ ୱାନ୍’ (Ramayana: Part One) ର ରିଲିଜ୍ ତାରିଖକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର ହୋଇଛି। ନବରାତ୍ରୀ ଅବସରରେ ନିର୍ମାତାମାନେ ଏହାର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିବା ସହ ଏକ ନୂଆ ପୋଷ୍ଟର ମଧ୍ୟ ଜାରି କରିଛନ୍ତି। କେବେ ପରଦାକୁ ଆସୁଛି ସିନେମା? ଏହି ପୌରାଣିକ…