No UP Govt Job for Violent Activism: New Character Verification Rules Issued/ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ଥିଲେ ମିଳିବନି ସରକାରୀ ଚାକିରି: ଉତ୍ତର ପ୍ରଦେଶ ସରକାରଙ୍କ ନୂଆ ନିୟମ

ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ଥିଲେ ମିଳିବନି ସରକାରୀ ଚାକିରି: ଉତ୍ତର ପ୍ରଦେଶ ସରକାରଙ୍କ ନୂଆ ନିୟମ ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଚରିତ୍ର ସତ୍ୟାପନ (Character Verification) ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ, ଯେଉଁମାନେ ହିଂସାତ୍ମକ ବା ବେଆଇନ ଉପାୟରେ ସରକାର ବଦଳାଇବା (Regime Change) କିମ୍ବା ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ଭଳି କାର୍ଯ୍ୟକଳାପରେ ସାମିଲ ଥିବେ, ସେମାନଙ୍କୁ ସରକାରୀ ଚାକିରି…