Umar Khalid vs. Mathew Van Dyke: Questions Raised Over Prolonged Detention/ଉମର ଖାଲିଦ ଓ ମ୍ୟାଥ୍ୟୁ ଭ୍ୟାନ୍ ଡାଇକ୍: ଆଇନଗତ ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶ୍ନ..

ଜାମିନ ପ୍ରକ୍ରିୟା ଏବଂ ବିଚାରାଧୀନ କଷ୍ଟଡି: ଦୁଇଟି ମାମଲା, ଦୁଇ ଅଲଗା ଚିତ୍ର ଆଇନଗତ ପ୍ରକ୍ରିୟାରେ ବିଚାରାଧୀନ କଏଦୀଙ୍କ ଜାମିନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇଟି ଭିନ୍ନ ମାମଲା ଏବଂ ଦୁଇଟି ଅଲଗା ସମୟସୀମା କୋର୍ଟଙ୍କ କାର୍ଯ୍ୟଧାରାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛିଡ଼ା କରିଛି। ୨୦୨୦ ଦିଲ୍ଲୀ ଦଙ୍ଗା ଚକ୍ରାନ୍ତ ମାମଲାରେ ଅଭିଯୁକ୍ତ ଥିବା ଉମର ଖାଲିଦ ବିନା ବିଚାରରେ ଦୀର୍ଘ ୬ ବର୍ଷ ହେବ ଜେଲରେ ଦିନ କାଟୁଛନ୍ତି। ତାଙ୍କ…