US Embassy Denies Visas to 9 Indian Wrestlers Ahead of U23 World Meet/ୱାର୍ଲ୍ଡ ଚାମ୍ପିୟନସିପ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା: ୯ ଜଣ କୁସ୍ତିଯୋଦ୍ଧାଙ୍କୁ ଭିସା ଦେବାକୁ ମନା କଲା ଆମେରିକା
ୱାର୍ଲ୍ଡ ଚାମ୍ପିୟନସିପ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା: ୯ ଜଣ କୁସ୍ତିଯୋଦ୍ଧାଙ୍କୁ ଭିସା ଦେବାକୁ ମନା କଲା ଆମେରିକା ଅକ୍ଟୋବର ୧୨ ରୁ ଆମେରିକାର ଲାସ୍ ଭେଗାସ୍ରେ ଆରମ୍ଭ ହେବାକୁ ଯାଉଛି U23 ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍ । ହେଲେ ଏହି ବଡ଼ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି । ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ଭାରତର ୯ ଜଣ ଯୁବ କୁସ୍ତିଯୋଦ୍ଧାଙ୍କ ଭିସା ଆବେଦନକୁ ଖାରଜ…



