TVS Family Faces Ownership Split Over ₹1.8 Lakh Crore Empire/TVS ଗ୍ରୁପ୍‌ରେ ଉତ୍ତରାଧିକାରୀ ବିବାଦ: ସମ୍ପତ୍ତି ଭାଗକୁ ନେଇ ସୁଦର୍ଶନ ଓ ଲକ୍ଷ୍ମୀଙ୍କ ମଧ୍ୟରେ ମତଭେଦ

ଟିଭିଏସ୍ ଗ୍ରୁପ୍‌ରେ ବ୍ୟବସାୟ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ କନ୍ଦଳ: ଆମସାମ୍ନି ଭାଇ-ଭଉଣୀ, କୋର୍ଟକୁ ଯାଇପାରେ ବିବାଦ ମସୁର ଅଟୋମୋବାଇଲ୍ ସଂସ୍ଥା ‘ଟିଭିଏସ୍’ (TVS) ପରିବାରରେ ବ୍ୟବସାୟ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗମ୍ଭୀର କନ୍ଦଳ ଆରମ୍ଭ ହୋଇଛି। ଟିଭିଏସ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଏମେରିଟସ୍ ଭେଣୁ ଶ୍ରୀନିବାସନ୍‌ଙ୍କ ପୁଅ ସୁଦର୍ଶନ ଭେଣୁ ଏବଂ ଝିଅ ଲକ୍ଷ୍ମୀ ଭେଣୁଙ୍କ ମଧ୍ୟରେ ପରିବାରର ଚୁକ୍ତିପତ୍ର (MoU) ଓ ସମ୍ପତ୍ତିର ମାଲିକାନାକୁ ନେଇ ମତଭେଦ ତୀବ୍ର ରୂପ ନେଇଛି। କାହିଁକି ଆରମ୍ଭ…