Legal Trouble for ‘Toxic’: Producers Send Notices to YouTubers Over Negative Reviews/’ଟକ୍ସିକ୍’ ରିଭ୍ୟୁ ପାଇଁ ୟୁଟ୍ୟୁବର୍ଙ୍କୁ ନୋଟିସ୍: ଅଦାଲତ ପହଞ୍ଚିଲେ ୟଶଙ୍କ ଫିଲ୍ମ ନିର୍ମାତା
ଖରାପ ରିଭ୍ୟୁ ଦେବାରୁ ୟୁଟ୍ୟୁବର୍ଙ୍କୁ ଆଇନଗତ ନୋଟିସ୍: ସାଉଥ୍ ଫିଲ୍ମ ‘ଟକ୍ସିକ୍’କୁ ନେଇ ବଢ଼ିଲା ବିବାଦ ସାଉଥ୍ ସୁପରଷ୍ଟାର୍ ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍: ଏ ଫେୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ’ ପ୍ରେକ୍ଷାଳୟକୁ ଆସିବା ମାତ୍ରେ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମଟି ରିଲିଜ୍ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଅନେକ ୟୁଟ୍ୟୁବର୍ ଓ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରଙ୍କୁ ଫିଲ୍ମର ନିର୍ମାତାମାନଙ୍କ ତରଫରୁ ଆଇନଗତ ନୋଟିସ୍ ପଠାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ବିଷୟରେ ନକାରାତ୍ମକ କିମ୍ବା ଖରାପ…

