Minister’s Humanity at Telangana Assembly: Vakiti Srihari Administers CPR to Collapsed Official/ତେଲଙ୍ଗାନା ବିଧାନସଭାରେ ମନ୍ତ୍ରୀଙ୍କ ମାନବିକତା: ବେହୋସ୍ ଅଫିସରଙ୍କୁ ନିଜେ ଦେଲେ CPR..
ମନ୍ତ୍ରୀଙ୍କ ମାନବିକତା: ବିଧାନସଭା ପରିସରରେ ବେହୋସ୍ ଅଧିକାରୀଙ୍କୁ CPR ଦେଇ ଜୀବନ ବଞ୍ଚାଇଲେ ୱାକିଟି ଶ୍ରୀହରି ହାଇଦ୍ରାବାଦ: ତେଲଙ୍ଗାନା ବିଧାନସଭା ପରିସରରେ ଆଜି ଏକ ସଂବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ (IAS) ନବୀନ ମିତ୍ତଲଙ୍କ ବ୍ୟକ୍ତିଗତ ସଚିବ (PS) ରାଜୁ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯିବାରୁ ସେଠାରେ ଆଫ୍ରାତଫ୍ରି ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହା ଦେଖି ତେଲଙ୍ଗାନାର ପଶୁପାଳନ ମନ୍ତ୍ରୀ ୱାକିଟି ଶ୍ରୀହରି ବିନା କୌଣସି ବିଳମ୍ବରେ ତୁରନ୍ତ ଆଗେଇ ଆସିଥିଲେ।…

