Centre Releases ₹1.09 Lakh Crore Tax Devolution to States; Odisha Gets ₹4,819 Crore/ରାଜ୍ୟଗୁଡ଼ିକୁ କେନ୍ଦ୍ରର ₹୧.୦୯ ଲକ୍ଷ କୋଟି: ଓଡ଼ିଶା ଭାଗରେ ୪,୮୧୯ କୋଟି
ପାର୍ବଣ ଋତୁ ପୂର୍ବରୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ବଡ଼ ଭେଟି: ଓଡ଼ିଶା ପାଇବ ୪,୮୧୯ କୋଟି ଟଙ୍କା News Inshot :ଆଗାମୀ ପାର୍ବଣ ଋତୁ ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଏକ ବଡ଼ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ କର ଭାଗ ବାବଦକୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ମୋଟ ୧,୦୯,୦୧୯ କୋଟି ଟଙ୍କାର ଅଗ୍ରିମ କିସ୍ତି ମଞ୍ଜୁର କରାଯାଇଛି। ନିୟମିତ ମାସିକ କର ଭାଗ ବ୍ୟତୀତ ଏହା ହେଉଛି…



