‘Maharaja 2’ Confirmed: Vijay Sethupathi Ready to Act for Free in Hollywood Remake!/‘ମହାରାଜା ୨’ ଏବଂ ହଲିଉଡ୍ ରିମେକ୍କୁ ନେଇ ବଡ଼ ଖବର…
‘ମହାରାଜା ୨’ ଆସୁଛି: ହଲିଉଡ୍ ରିମେକ୍ରେ ମାଗଣାରେ କାମ କରିବାକୁ ପ୍ରସ୍ତୁତ ବିଜୟ ସେଥୁପତି! ତାମିଲ ସିନେମାର ସୁପରହିଟ୍ ଫିଲ୍ମ ‘ମହାରାଜା’ର ସଫଳତା ପରେ ଏବେ ଦର୍ଶକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଅଭିନେତା ବିଜୟ ସେଥୁପତି ନିଜେ ସ୍ପଷ୍ଟ କରିଛନ୍ତି ଯେ ‘ମହାରାଜା ୨’ (Maharaja 2) ଆସିବାକୁ ଯାଉଛି। ନିର୍ଦ୍ଦେଶକ ନିଥିଲନ୍ ସାମିନାଥନ୍ ତାଙ୍କୁ ଦ୍ୱିତୀୟ ଭାଗର କାହାଣୀ ଶୁଣାଇସାରିଛନ୍ତି, ଯାହା ତାଙ୍କୁ ଖୁବ୍ ପସନ୍ଦ ଆସିଛି। ଏହା ସହିତ ଏହି…

