No Insurance, No Fuel: Supreme Court Proposes Strict Rules for Uninsured Vehicles/ବୀମା ନାହିଁ ତ ତେଲ ନାହିଁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ଇନ୍ସୁରାନ୍ସ ନାହିଁ ତ ତେଲ ନାହିଁ: ବିନା ବୀମାରେ ଚାଲୁଥିବା ଗାଡ଼ି ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଚାବୁକ୍ ନୂଆଦିଲ୍ଲୀ: ଆପଣଙ୍କ ଗାଡ଼ିର ବୈଧ ଇନ୍ସୁରାନ୍ସ (ବୀମା) ନାହିଁ କି? ତେବେ ଆଗାମୀ ଦିନରେ ଆପଣ ପେଟ୍ରୋଲ ପମ୍ପରୁ ତେଲ ପାଇବାରୁ ବଞ୍ଚିତ ହୋଇପାରନ୍ତି। ଦେଶର ସଡ଼କଗୁଡ଼ିକରେ ବେଆଇନ ଭାବେ ଚାଲୁଥିବା ଲକ୍ଷ ଲକ୍ଷ ବିନା ବୀମାପ୍ରାପ୍ତ ଯାନବାହନ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ଓ କଡ଼ା ପଦକ୍ଷେପ ପ୍ରସ୍ତାବ ଦେଇଛନ୍ତି। ଗାଡ଼ିର ଇନ୍ସୁରାନ୍ସ…

