SC Orders Policy For Early Release Of Elderly & Terminally Ill Prisoners/ବୃଦ୍ଧ ଓ ଗୁରୁତର ଅସୁସ୍ଥ କଏଦୀଙ୍କୁ ଆଗୁଆ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ..
ବୃଦ୍ଧ ଓ ଦୁରାରୋଗ୍ୟରେ ପୀଡ଼ିତ କଏଦୀଙ୍କୁ ଆଗୁଆ ମୁକ୍ତ କରିବା ପାଇଁ ନୀତି ପ୍ରଣୟନ କରିବାକୁ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଶର ଜେଲଗୁଡ଼ିକରେ ଥିବା ବୃଦ୍ଧ ଏବଂ ମାରାତ୍ମକ ବେମାରୀରେ ପୀଡ଼ିତ କଏଦୀମାନଙ୍କୁ ମାନବିକତା ଆଧାରରେ ଆଗୁଆ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ମାସ ମଧ୍ୟରେ ଏକ ସ୍ପଷ୍ଟ…

