“No Illegal Detention of Peaceful Protesters”: Supreme Court Directs Authorities/ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ବେଆଇନ ଅଟକ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ବେଆଇନ ଅଟକ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବଂ ପ୍ରଶାସନିକ କଟକଣାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେଉଥିବା ଲୋକଙ୍କୁ ବେଆଇନ ଭାବେ ଅଟକ ରଖାଯାଇପାରିବ ନାହିଁ ବୋଲି ଶୀର୍ଷ କୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସହ ବାଧାପ୍ରାପ୍ତ ହୋଇଥିବା ମେଟ୍ରୋ, ରେଳ ଏବଂ ଇଣ୍ଟରନେଟ୍ ସେବାକୁ ତୁରନ୍ତ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ଶୁଣାଣି ବେଳେ ବରିଷ୍ଠ ଆଇନଜ୍ଞ ମେନକା ଗୁରୁସ୍ୱାମୀ…