‘These Are Young Students’: SC Dismisses Plea Seeking Action Against Jantar Mantar Protesters/‘ଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଦିଆଯିବନି’: ଦିଲ୍ଲୀ ପୁଲିସକୁ ‘ଖୋଲା ସ୍ୱାଧୀନତା’ ଦେବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ବିକ୍ଷୋଭକାରୀଙ୍କ ବିରୋଧରେ ଦିଲ୍ଲୀ ପୁଲିସକୁ ‘ଖୋଲା ଛାଡ଼’ ଦେବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ- ‘ଏମାନେ ଆମର ଛୋଟ ଛାଟ ପିଲା’ ନୂଆଦିଲ୍ଲୀ: ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସକୁ ‘ଖୋଲା ସ୍ୱାଧୀନତା’ କିମ୍ବା ଆଇନଗତ ପୂର୍ଣ୍ଣ କ୍ଷମତା ଦେବାକୁ ନେଇ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) କୁ ଆଜି ସୁପ୍ରିମକୋର୍ଟ ସିଧାସଳଖ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ଏହି ଆବେଦନର…