Supreme Court Orders Centre to Finalize Airfare Regulation Rules by November 16/ପର୍ବପର୍ବାଣୀରେ ବଢ଼ିବନି ବିମାନ ଭଡ଼ା! ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ..

ପର୍ବପର୍ବାଣୀରେ ବନ୍ଦ ହେବ ବିମାନ କମ୍ପାନୀଙ୍କ ମନମୁଖୀ ଲୁଟ୍: ନଭେମ୍ବର ୧୬ ସୁଦ୍ଧା ନୂଆ ଭଡ଼ା ନିୟମ ଆଣିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ନୂଆଦିଲ୍ଲୀ: ବିମାନ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଦୁର୍ଗାପୂଜା, ଦୀପାବଳୀ, ବଡ଼ଦିନ କିମ୍ବା ମହାକୁମ୍ଭ ଭଳି ପର୍ବପର୍ବାଣୀ ଏବଂ ଜରୁରୀକାଳୀନ ସମୟରେ ବେସରକାରୀ ବିମାନ କମ୍ପାନୀଗୁଡ଼ିକର ମନମୁଖୀ ଭଡ଼ା ବୃଦ୍ଧି ଉପରେ ଏବେ ଲଗାମ୍ ଲଗାଇବାକୁ ଯାଉଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କୁ ନଭେମ୍ବର ୧୬ ତାରିଖ…