“Give Them Wings, Don’t Suppress Them”: Sanjay Manjrekar Backs Protesting Youth/ଛାତ୍ର ଆନ୍ଦୋଳନକୁ ସଞ୍ଜୟ ମଞ୍ଜରେକରଙ୍କ ସମର୍ଥନ: କହିଲେ, “ଯୁବପିଢ଼ିଙ୍କୁ ଦବାଅ ନାହିଁ, ଉଡ଼ିବାକୁ ଡେଣା ଦିଅ”

ଛାତ୍ର ଆନ୍ଦୋଳନକୁ ସଞ୍ଜୟ ମଞ୍ଜରେକରଙ୍କ ସମର୍ଥନ: “ଯୁବପିଢ଼ିଙ୍କୁ ଦବାଅ ନାହିଁ, ଉଡ଼ିବାକୁ ଡେଣା ଦିଅ” ନୂଆଦିଲ୍ଲୀ: ନିକଟରେ ଦେଶବ୍ୟାପୀ ପରୀକ୍ଷା ବିଭ୍ରାଟ ଓ NEET-UG ମାମଲାକୁ ନେଇ ଆନ୍ଦୋଳନରତ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର,କମେଣ୍ଟେଟର ସଞ୍ଜୟ ମଞ୍ଜରେକର। Social media ରେ ଏକ ବାର୍ତ୍ତା ସେୟାର କରି ସେ ଛାତ୍ରସମାଜ ପ୍ରତି ନିଜର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ମଞ୍ଜରେକର ଲେଖିଛନ୍ତି, “ମୁଁ ଦେଶର ଯୁବପିଢ଼ିଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି।…